Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପୋଲ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

9/03/2019 at 3:43 PM

ଆନନ୍ଦପୁର ୯|୩ : ପୋଲ ତଳୁ ଶିଶୁ ପୁତ୍ର ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ନନ୍ଦିପଦା ଥାନା ଅଧିନ ଜଳଶରପୁର ଗାଁ ନିକଟ ଏକ ପୋଲତଳୁ  ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ସ୍ଥାନୀୟ ଯୁବକ ସୁଶାନ୍ତ ଦାସ ସେହି ବାଟରେ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣି ସେଠାରୁ ତାକୁ ଅଣିଥିଲେ । ପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବାରୁ ଶିଶୁଟି ଅବସ୍ଥା ଗୁରୁତର ଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ଶିଶୁଟିକୁ କଟକ ସ୍ଥାନାନ୍ତର ପାଇଁ ଉଦ୍ଯମ ଆରମ୍ଭ ହୋଇଛି । ତେବେ କିଏ, କେଉଁ ପରିସ୍ଥିତିରେ ଶିଶୁଟିକୁ ସେଠାରେ ଛାଡ଼ି ଚାଲିଯାଇଛି ତାର ସଠିକ୍ କାରଣ ଜଣାପଡିନାହିଁ ।

   Related Posts