Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ପୁଣି ଅଲୋଡା ହେଲା ଶିଶୁ , ଜଙ୍ଗଲରୁ ନବଜାତ ଶିଶୁପୁତ୍ର ଉଦ୍ଧାର

6/06/2020 at 8:20 AM

କେନ୍ଦୁଝର ୦୬।୦୬: କେନ୍ଦୁଝରରେ ପୁଣି ଅଲୋଡା ହେଲା ଶିଶୁପୁତ୍ର ।  ସଦର ଥାନା ପୋଟଳ ଗାଁ ନିକଟ ଜଙ୍ଗଲରେ ସଦ୍ୟଜାତ ଶିଶୁ ପୁତ୍ରକୁ ଛାଡି ଚାଲି ଗଲା ମା । ଶିଶୁଟି କାନ୍ଦୁଥିବା ଶବ୍ଦ ଶୁଣି ଗାଁ ଲୋକେ ଶିଶୁଟିକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ଶିଶୁଟିକୁ କିଏ ଓ କାହିଁକି ଏଠାରେ ଛାଡ଼ି ଚାଲି ଯାଇଛି ଜଣାପଡ଼ିନଥିବା ବେଳେ ଏହାର ଛାନ୍‌ଭିନ୍‌ ଜାରି ରହିଛି । ଶିଶୁଟିର ସ୍ୱାସ୍ଥ୍ୟ ଭଲ ଅଛି । ସେହିପରି କିଛିଦିନ ତଳେ ବରଗଡ ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ରାସ୍ତାକଡରେ ଶିଶୁଙ୍କୁ ଛାଡି ଯିବାର ମଧ୍ୟ ଘଟଣା ରହିଛି । ବାରମ୍ବାର ଏପରି ଭାବରେ ସମାଜ ପାଇଁ ଅଲୋଡା ହୋଇଯାଉଛନ୍ତି ଶିଶୁ । ବାରାମ୍ବାର ରାସ୍ତାକଡ, ଜଙ୍ଗଲରେ ଶିଶୁକୁ ଛାଡି ଚାଲିଯାଉଛନ୍ତି ।

   Related Posts