Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନବଜାତ ଶିଶୁର ମୃତଦେହ ଉଦ୍ଧାର : ଗର୍ଭପାତ ପରେ ମୃତ ଶିଶୁକୁ ଫିଙ୍ଗି ଦେଇଥିବା ସନ୍ଦେହ

7/12/2019 at 4:09 PM

ଜଗତସିଂହପୁର ୭/୧୨: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗଡହରିଶପୁର ପଞ୍ଚାୟତ ସରମନ୍ତ ସାହାଡାବେଦୀ ରାସ୍ତା କଡରେ ଏକ ସଦ୍ୟଜାତ ଶିଶୁର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ସଦ୍ୟଜାତ ମୃତ ଶିଶୁକୁ ରାସ୍ତାରେ ଫିଙ୍ଗିବା ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି।

ଆଖପାଖରେ ଥିବା କ୍ୱାକ୍ ପାଖରେ ଗର୍ଭପାତ ପରେ କେହି ମୃତ ଶିଶୁକୁ ଫିଙ୍ଗି ଦେଇଥିବା ସଂନ୍ଦେହ କରାଯାଇଛି।ସକାଳୁ  ଦୀର୍ଘ ଛଅ ଘଣ୍ଟା ଧରି ରାସ୍ତାରେ ମୃତ ଶିଶୁଟି ପଡିରହିଥିଲେ ମଧ୍ୟ କେହି ଏହାକୁ ଉଦ୍ଧାର କରିନାହାଁନ୍ତି।ଯାହା ଫଳରେ ମାନବିକତାକୁ ନେଇ ପ୍ରଶ୍ନ ଉଠିଛି।କିଏ କାହିଁକି ଏପରି ଲୋକଙ୍କ ଯିବା ଆସିବା ରାସ୍ତାରେ ମୃତଶିଶୁକୁ ଫିଙ୍ଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ ।

   Related Posts