ଶିଶୁ କନ୍ୟା ଉଦ୍ଧାର

Published By : Prameya-News7 Bureau | December 10, 2019 IST

କୃଷ୍ଣପ୍ରସାଦ  ୧୦/୧୨: ଫତେପୁର ଗାଁରୁ ଅଲୋଡା ଶିଶୁ କନ୍ୟା ଉଦ୍ଧାର ହୋଇଛି ।

କଦଳୀ ବାରିରୁ ଗାଁ ଲୋକେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ଶିଶୁ କନ୍ୟାକୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.