ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ଲୋମଟାଙ୍କୁରା ଦୃଶ୍ୟ ! ନବ ଜାତ ଶିଶୁର ମୃତଦେହକୁ ଖାଉଛି ସାପ

14/06/2018 at 7:52 AM

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ନଇ ସାହିର ଏକ ଲଟାବୁଦାରୁ ଅ।ଜି ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ କୁ ଠାବ କରିଛନ୍ତି ସାହି ବାସିନ୍ଦା । ତେବେ ମୃତ ଦେହ ଟି ଏକ ପଲଥିନି ଭିତରେ ଥିବା ର ଦେଖବାକୁ ମିଳିଥିବା ବେଳେ ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ତେବେ ପୋଲିସ ଅ।ସି ମୃତ ଦେହ କୁ ଉଦ୍ଧାର କରିଥିବା ବେଳେ ମୃତ ଦେହ କୁ ସାପ ଖାଉଥିବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ତେବେ ଏହି ଘଟଣା ସାରା ସହରରେ ଏକପ୍ରକାର ଚର୍ଚ୍ଚା ର ବିଷୟ ହୋଇଛି ।

   Related Posts