ଲୋମଟାଙ୍କୁରା ଦୃଶ୍ୟ ! ନବ ଜାତ ଶିଶୁର ମୃତଦେହକୁ ଖାଉଛି ସାପ

Published By : Prameya-News7 Bureau | June 14, 2018 IST

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ନଇ ସାହିର ଏକ ଲଟାବୁଦାରୁ ଅ।ଜି ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ କୁ ଠାବ କରିଛନ୍ତି ସାହି ବାସିନ୍ଦା । ତେବେ ମୃତ ଦେହ ଟି ଏକ ପଲଥିନି ଭିତରେ ଥିବା ର ଦେଖବାକୁ ମିଳିଥିବା ବେଳେ ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ତେବେ ପୋଲିସ ଅ।ସି ମୃତ ଦେହ କୁ ଉଦ୍ଧାର କରିଥିବା ବେଳେ ମୃତ ଦେହ କୁ ସାପ ଖାଉଥିବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ତେବେ ଏହି ଘଟଣା ସାରା ସହରରେ ଏକପ୍ରକାର ଚର୍ଚ୍ଚା ର ବିଷୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.