Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲକ୍ଷ୍ନୌରେ ବ୍ଲାକ ଫଙ୍ଗସ ଆତଙ୍କ: KGMU ହସ୍ପିଟାଲରେ ୧୩ ନୂଆ ମାମଲା, ବଢିଲା ସତର୍କତା

16/05/2021 at 8:20 AM

ଲକ୍ଷ୍ନୌ୧୬/୫: ସାରା ଦେଶରେ ସଂକ୍ରମଣ ମାତ୍ରା ବଢୁଥିବାବେଳେ ଏବେ ମ୍ୟୁକୋରମାଇକୋକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗ ନିଜର କାଯା ବିସ୍ତାର କରିବାରେ ଲାଗିଛି । ଏବେ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ହସ୍ପିଟାଲରେ ୧୩ ରୋଗୀଙ୍କ ଠାରେ ବ୍ଲାକ୍ସ ଫଙ୍ଗସ ଟିହ୍ନଟ ହୋଇଛି । KGMU ମୁଖପାତ୍ର ତଥା ଡାକ୍ତର ସୁଧୀର କହିଛନ୍ତି ଯେ ଏପର୍ଯ୍ୟନ୍ତ କୋଭିଡ ମ୍ୟୁକୋରମାଇକୋକୋସିସରେ ଚିହ୍ନଟ ସଂଖ୍ୟା ୧୩ରେ ପହଞ୍ଚିଛି ।

ଚିହ୍ନଟ ହୋଇଥିବା ସମସ୍ତ ରୋଗୀଙ୍କ ମଧ୍ୟରେ ୭ଜଣ କରୋନା ରୋଗୀ ହୋଇଥିବାବେଳେ ଅନ୍ୟମାନେ କୋଭିଡରୁ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେମାନଙ୍କର ଚିକିତ୍ସା କରାଯାଉଛି । KGMU ମୁଖପାତ୍ର ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ମେଡିସିନ୍ ଆଇସିୟୁରେ ଜଣେ ରୋଗୀ ଭର୍ତ୍ତି ହୋଇଛନ୍ତି ଏବଂ ଏହି ରୋଗୀ କୋଭିଡରୁ ସୁସ୍ଥ ହୋଇଥିଲେ। ତେବେ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ସୁଧୀର କହିଛନ୍ତି ଏଠାରୁ ଚିହ୍ନଟ ହୋଇଥିବା ବ୍ଲାକ୍ ଫଙ୍ଗସରେ ସଂକ୍ରମିତଙ୍କ ମଧ୍ୟରୁ କୌଣସି ମୃତ୍ୟୁ ହୋଇନାହିଁ ।

   Related Posts