Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଏହି କାମ ପାଇଁ ସରକାର ଝିଅମାନଙ୍କୁ ଦେବେ ୫୦ ହଜାର ଟଙ୍କା, ଦେଶର ପ୍ରତ୍ୟେକ ମହିଳା ଏ ବିଷୟରେ ଜାଣିବା ଜରୁରୀ

16/04/2019 at 5:06 PM

ନିର୍ବାଚନ ପାଇଁ କମ୍ପୁଛି ଦେଶର ପ୍ରତ୍ୟେକ ରାଜ୍ୟ। ଫୁଲଦମ୍‌ରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥି। ନିର୍ବାଚନକପ ଆଖିଆଗରେ ରଖି ମୋଦି ସରକାର ଜନତାଙ୍କ ହିତ ପାଇଁ ଅନେକ ଯୋଜନା କରିଛନ୍ତି। ଯାହା ଦେଶବାସୀଙ୍କ ପାଇଁ ବେଶ ଫାଇଦା ହୋଇପାରେ। ତେବେ ଆଜି ଜାଣନ୍ତୁ ଏମିତି ଏକ ଯୋଜନା ବିଷୟରେ ଯାହା ମହିଳା ଓ ଝିଅମାନଙ୍କ ପାଇଁ ଲାଭଦାୟକ ହୋଇପାରେ ।
ମୋଦି ସରକାର ଖାସ ଝିଅ ଓ ମହିଳା ସଶକ୍ତିକରଣ ପାଇଁ ଏହି ଯୋଜନା ପ୍ରମୟନ କରିଛନ୍ତି। ଏହି ଯୋଜନା ଦ୍ୱାରା ମହିଳାଙ୍କୁ ଭିତରୁ ଶକ୍ତିଶାଳୀ କରାଯାଏ। ଏହି ମୌକାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ। ଝିଅଙ୍କ ବିବାହରେ ତାଙ୍କୁ ଏହି ଟଙ୍କା ଦିଆଯିବ। ମୋଦି ସରକାରଙ୍କର ଏହି ଯୋଜନାର ନାଁ ହେଉଛି ଅନୁଦାନ ଯୋଜନା। ତେବେ ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଜନସାଧନ କେନ୍ଦ୍ରକୁ ଯାଇ ଫର୍ମ ପୂରଣ କରିବାକୁ ହେବ । ଅପରପକ୍ଷରେ ଓଡିସାର ବିଜେଡି ଦଳ ମଦ୍ୟ ନିର୍ବାଚନୀ ଇସ୍ତାହାରରେ ବିବାହ ସମୟରେ ଝିଅଙ୍କୁ ୨୫ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଚନ୍ତି ।

   Related Posts