ଏହି କାମ ପାଇଁ ସରକାର ଝିଅମାନଙ୍କୁ ଦେବେ ୫୦ ହଜାର ଟଙ୍କା, ଦେଶର ପ୍ରତ୍ୟେକ ମହିଳା ଏ ବିଷୟରେ ଜାଣିବା ଜରୁରୀ

Published By : Prameya-News7 Bureau | April 16, 2019 IST

wp:heading {"level":5}
ନିର୍ବାଚନ ପାଇଁ କମ୍ପୁଛି ଦେଶର ପ୍ରତ୍ୟେକ ରାଜ୍ୟ। ଫୁଲଦମ୍‌ରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥି। ନିର୍ବାଚନକପ ଆଖିଆଗରେ ରଖି ମୋଦି ସରକାର ଜନତାଙ୍କ ହିତ ପାଇଁ ଅନେକ ଯୋଜନା କରିଛନ୍ତି। ଯାହା ଦେଶବାସୀଙ୍କ ପାଇଁ ବେଶ ଫାଇଦା ହୋଇପାରେ। ତେବେ ଆଜି ଜାଣନ୍ତୁ ଏମିତି ଏକ ଯୋଜନା ବିଷୟରେ ଯାହା ମହିଳା ଓ ଝିଅମାନଙ୍କ ପାଇଁ ଲାଭଦାୟକ ହୋଇପାରେ ।
/wp:heading {"id":104062}
wp:heading {"level":5}
ମୋଦି ସରକାର ଖାସ ଝିଅ ଓ ମହିଳା ସଶକ୍ତିକରଣ ପାଇଁ ଏହି ଯୋଜନା ପ୍ରମୟନ କରିଛନ୍ତି। ଏହି ଯୋଜନା ଦ୍ୱାରା ମହିଳାଙ୍କୁ ଭିତରୁ ଶକ୍ତିଶାଳୀ କରାଯାଏ। ଏହି ମୌକାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ। ଝିଅଙ୍କ ବିବାହରେ ତାଙ୍କୁ ଏହି ଟଙ୍କା ଦିଆଯିବ। ମୋଦି ସରକାରଙ୍କର ଏହି ଯୋଜନାର ନାଁ ହେଉଛି ଅନୁଦାନ ଯୋଜନା। ତେବେ ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଜନସାଧନ କେନ୍ଦ୍ରକୁ ଯାଇ ଫର୍ମ ପୂରଣ କରିବାକୁ ହେବ । ଅପରପକ୍ଷରେ ଓଡିସାର ବିଜେଡି ଦଳ ମଦ୍ୟ ନିର୍ବାଚନୀ ଇସ୍ତାହାରରେ ବିବାହ ସମୟରେ ଝିଅଙ୍କୁ ୨୫ ହଜାର ଟଙ୍କା ଦେବାକୁ ପ୍ରତିଶୃତି ଦେଇଚନ୍ତି ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.