ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

କେନ୍ଦୁଝର ରେ ନୂତନ କୃଷି ପଦ୍ଧତି

16/08/2018 at 7:18 AM

ଚାଷୀଙ୍କର ଉନ୍ନତି ଉଦ୍ଦେଶ୍ୟରେ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । କିନ୍ତୁ ଆନ୍ତରିକତାର ଅଭାବରୁ କେନ୍ଦୁଝର ଭଳି ଜିଲ୍ଲାରେ ଅନେକ ଯୋଜନା ବାସ୍ତବତାରେ ରୂପାନ୍ତରିତ ହେବା ପୂର୍ବରୁ ଚାଲିଯାଉଛି ଯୋଜନ ଯୋଜନ ଦୁରକୁ । ଏହି ଜିଲ୍ଲାର ଚାଷୀଙ୍କ ପାଇଁ ପାରମ୍ପରିକ ଚାଷ ହିଁ ଅଧିକ ଗୁରୁତ୍ବ ବହନ କରିଥାଏ । କିନ୍ତୁ ଏହି ପାରମ୍ପରିକ ଚାଷକୁ ନୁତନ ଜ୍ଞାନକୈାଶଳରେ ରୂପାନ୍ତରିତ କରି ଚାଷୀଙ୍କୁ ସ୍ବାବଲମ୍ବନଶୀଳ କରିବା ସହ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାର ସରକାରୀ ଯୋଜନା ଏବେ ବି କାଗଜ କଲମରେ ସୀମିତ ରହିଛି । କିନ୍ତୁ ପ୍ରତିକୁଳ ପରିବେଶ ମଧ୍ୟରେ ନରସିଂହପୁର ପଂଚାୟତର ନୁଆଗାଁ ର କିଛି ବେକାର ଯୁବକ ବେସରକାରୀ ସଂସ୍ଥା ସହାୟତାରେ ନୁତନ ଜ୍ଞାନକୈାଶଳରେ ଚାଷକରି ନିଜ ପରିବାରକୁ ସ୍ବାବଲମ୍ବନ କରିବା ସହ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ସଫଳ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

   Related Posts