Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ରୟାଲ ଏନଫିଲ୍ଡ ଲଞ୍ଚ କରିବ ୨୫୦ ସିସିର ନୂଆ ବାଇକ : ଜାଣନ୍ତୁ ଏହାର ମୂଲ୍ୟ ଏବଂ ଫିଚର୍ସ

4/07/2019 at 2:03 PM

ରୟାଲ ଏନଫିଲ୍ଡ ଏବେ ୨୫୦ ସିସିର ନୂଆ ବାଇକ ଲଞ୍ଚ କରିବାକୁ ଯାଉଛି । ଏବେ ଯାଏଁ କମ୍ପାନୀ ଅଧିକ ସିସି ବାଇକ ଲଞ୍ଚ କରିବାକୁ ପ୍ଲାନ କରିଥିଲା । କିନ୍ତୁ ଇତି ମଧ୍ୟରେ ରୟାଲ ଏନଫିଲ୍ଡର ବାଇକ ବିକ୍ରି ହ୍ରାସ ପାଇଛି । ଏଭଳି ସ୍ଥିତିରେ କମ୍ପାନୀ ବାଇକ ବିକ୍ରି ବଢାଇବା ପାଇଁ ୨୫୦ ସିସିର ନୂଆ ବାଇକ ଲଞ୍ଚ କରିବାକୁ ଯାଉଛି । ଏହାଛଡା ଦେଶର ଅନେକ ଅଞ୍ଚଳରେ ୩୫୦ଟି ଛୋଟ ଛୋଟ ଆଉଟଲେଟ ଖୋଲିବ ।  

ରୟାଲ ଏନଫିଲ୍ଡ ନିଜର ସମସ୍ତ ମଡେଲର ନୋ-ଫ୍ରିଲ୍ସ ୱାରେଣ୍ଟି ମଧ୍ୟ ପେଶ କରିବା ପାଇଁ ଯୋଜନା କରୁଛି । ଏଥିରେ ଗ୍ରାହକ ନିଜ ପସନ୍ଦ ଅନୁଯାୟୀ ବାଇକରେ ପରିବର୍ତ୍ତନ କରିପାରିବେ । ଗ୍ରାହକଙ୍କ ପାଖରେ ବାଇକ କିଣିବା ସମୟରେ ନିଜ ପସନ୍ଦର ପାର୍ଟ ଲଗାଇବା ବିକଳ୍ପ ମଧ୍ୟ ରହିବ ।

ରୟାଲ ଏନଫିଲ୍ଡ ବାଇକର ମୁଲ୍ୟ ଲକ୍ଷେରୁ ଦେଢ ଲକ୍ଷ ହୋଇପାରେ । ଗତ କିଛି ବର୍ଷ ମଧ୍ୟରେ ବିଏସ ୬ ଏମିସନ ନମ୍ବର୍ସ ବଢିବା, ବୀମା କାଷ୍ଟରେ ବୃଦ୍ଧି ଏବଂ ଏଣ୍ଟି ଲକ୍ ବ୍ରେକିଙ୍ଗ ସିଷ୍ଟମ ଅନିବାର୍ଯ ହୋଇଥିବା ଯୋଗୁଁ ରୟାଲ ଏନଫିଲ୍ଡ ବାଇକର ମୁଲ୍ୟ ୮-୧୦ ପ୍ରତିଶତ ଯାଏଁ ବଢିଛି । ଏଥିପାଇଁ କମ୍ପାନୀ ସଶ୍ତା ବାଇକ ପେଶ କରିବା ପାଇଁ ଯୋଜନା କରୁଛି ।

ରୟାଲ ଏନଫିଲ୍ଡ ସେଲ୍ସରେ ୨୦୧୯ ମାର୍ଚ୍ଚ ଯାଏଁ ୨୦ ପ୍ରତିଶତ କମିଛି । ଏପ୍ରିଲରେ ୧୭ ପ୍ରତିଶତ କମିଥିଲା ଏବଂ ମେ ମାସରେ ୧୭ ପ୍ରତିଶତ କମିଥିଲା । କମ୍ପାନୀ ଏବେ ୩୫୦ରୁ ୬୫୦ ସିସି ବାଇକ ବିକ୍ରି କରିଛି । ଏଥିରୁ ରୟାଲ ଏନଫିଲ୍ଡ କ୍ଲାସିକ ୩୫୦ ସବୁଠାରୁ ଅଧିକ ବିକ୍ରି ହୋଇଛି । ଏହାର ମୁଲ୍ୟ ୧.୪୮ ଲକ୍ଷ ଟଙ୍କା ।

   Related Posts