ଭଦ୍ରକରେ ୧୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ

Published By : Prameya-News7 Bureau | July 17, 2020 IST

ଭଦ୍ରକ୧୭/୭: ଭଦ୍ରକ ଜିଲ୍ଲାରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ। ଏହିମାନଙ୍କ ମଧ୍ୟରୁ ୫ ଜଣଙ୍କ ଲୋକାଲ କଣ୍ଟାକ୍ଟ ରହିଛି। ୧୦ ଜଣଙ୍କ ମଧ୍ୟରୁ ୫ ଜଣ ସରକାରୀ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧୫ ଜଣ ହୋଇଥିବା ବେଳେ ୨୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏଥିସହ ୨୬ ଆକ୍ଟିଭ କେସ୍ ରହିଛି। ସେହିପରି ଗତକାଲି ରାଜ୍ୟ ସରକାର ରାଉରକେଲା ମହାନଗର ସମେତ ୫ ଜିଲ୍ଲାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.