ପ୍ରକାଶ ପାଇଲା ନାଇଜର ପାଇଁ NEST ପରୀକ୍ଷାଫଳ, ୧୦୦ରାଙ୍କ ମଧ୍ୟରେ ଓଡିଶାର ୨୨

Published By : Prameya-News7 Bureau | June 18, 2019 IST

ଭୁବନେଶ୍ବର୧୮|୬; ନାଇଜର ପରୀକ୍ଷାଫଳ ପ୍ରକାଶ ପାଇଛି । ସମୁଦାୟ ୩୩୪୫୦ ଜଣ ଏଥର ନାଇଜର ଏଣ୍ଟ୍ରାନ୍ସ ଦେଇଥିବାବେଳେ ସେଥିମଧ୍ୟରୁ ୧୭୭୯ଜଣ କୃତକାର୍ଯ୍ୟ ହୋଇଛନ୍ତି । ପଶ୍ଚମ ବଙ୍ଗର  ପ୍ରଣୟ ଦେ ସର୍ବଭାରତୀୟ ଟପ୍ପର ହୋଇଥିବାବେଳେ ଓଡିଶାର କାହ୍ନା ଜୈନ ଓଡିଶା ଟପ୍ପର ହୋଇଛନ୍ତି । ୧୦୦ରାଙ୍କ ମଧ୍ୟରେ ଓଡିଶାର ୨୨ଜଣ ଅଛନ୍ତି । ଜୁନ ୧ ତାରିଖରେ ନାଇଜର ପାଇଁ ସର୍ବଭାରତୀୟ ଏଣ୍ଟ୍ରାନ୍ସ ଅନୁଷ୍ଠିତ ହୋଇଥିଲା । ଦେଶର ୯୧ଟି କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.