Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଫିଲ୍ମରେ ଗୀତ ଗାଇବା ପାଇଁ ନେହା କକ୍କରଙ୍କୁ ମିଳେ କେତେ ଟଙ୍କା : ସମସ୍ତଙ୍କ ଆଗରେ କହିଲେ ବଲିଉଡର କଳା କାହାଣୀ

11/04/2020 at 9:52 PM

ମୁମ୍ବାଇ ୧୧/୪: ନେହା କକ୍କର ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ଏହି ଜଣାଶୁଣା ସିଙ୍ଗର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି। ଏହି ପ୍ଲାଟଫର୍ମରେ ସେ ଫଟୋ ବ୍ୟତୀତ ଅନେକ ଥର ନିଜ ମନ କଥା ମଧ୍ୟ ସେୟାର କରନ୍ତି। ଏବେ ନେହା ବଲିଉଡରେ ଗୀତକୁ ନେଇ ଏପରି ଖୁଲାସା କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ।

ନିକଟରେ ନେହା ଏକ ଓ୍ବେବସାଇଟ୍ ସହ କଥା ହେବାବେଳେ କହିଥିଲେ ଯେ ବଲିଉଡରେ ତାଙ୍କୁ ଗୀତ ଗାଇବା ପାଇଁ ଟଙ୍କା ମିଳେ ନାହିଁ। ତାଙ୍କୁ ଏପରି ଲାଗିଥାଏ ଯେ ଆମେ ଯଦି ସୁପରହିଟ୍ ସଙ୍ଗ୍ ଦେଉଛୁ ତେବେ ଆମେ ଶୋ ରୁ ଟଙ୍କା କମାଇ ଦେବୁ। ନେହା ନିଜ ବୟାନ୍ ପରେ ପୁଣି ଚର୍ଚ୍ଚାରେ ଆସି ଯାଇଛନ୍ତି।

ନେହା କହିଥିଲେ ଯେ ସେ ଲାଇଭ କନସର୍ଟ ଜରିଆରେ ଭଲ ରୋଜଗାର କରନ୍ତି କିନ୍ତୁ ବଲିଉଡରୁ ନୁହେଁ। ଲାଇଭ କନସର୍ଟ ବ୍ୟତୀତ ନେହା ଟିଭି ସିଙ୍ଗିଙ୍ଗ୍ ରିୟଲିଟି ଶୋ ମଧ୍ୟ ଜଜ୍ କରନ୍ତି। ସେ ଅନେକ ଭିଡିଓ ଆଲବମରେ ଗୀତ ଗାଇବା ସହ ଆକ୍ଟିଂ ମଧ୍ୟ କରିଥାଆନ୍ତି। ନିକଟରେ ସେ ନିଜ ଭାଇ ଟୋନି କକ୍କରଙ୍କ ଭିଡିଓ ସଙ୍ଗ୍ ‘ଗୋଆ ବିଚ୍’ରେ ଆଦିତ୍ୟ ନାରାୟଣଙ୍କ ସହ ରୋମାନ୍ସ କରିଥିଲେ।

   Related Posts