Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମାଲଦ୍ବୀପରେ ଜନ୍ମଦିନ ପାଳିଲେ ନେହା ଧୂପିଆ ଓ ଅଙ୍ଗଦ ବେଦୀ, ଦେଖନ୍ତୁ ହଟ୍ ଫଟୋ

27/08/2019 at 4:56 PM

ମୁମ୍ବାଇ୨୭|୮: ଗତ ବର୍ଷ ମେ ମାସ ୧୦ ତାରିଖରେ ହଠାତ୍‌ ବିବାହ କରି ଗ୍ଲାମର ୱାଲର୍ଡକୁ ଝଟକା ଦେଇଥିଲେ ବଲିଉଡ ଅଭିନେତ୍ରୀ ନେହା ଧୂପିଆ ଓ ଅଭିନେତା ଅଙ୍ଗଦ ବେଦୀ। ଆଜି ନେହା ନିଜ ୩୯ ତମ ଜନ୍ମଦିନ ପାଳନ କରୁଛନ୍ତି।

ବର୍ଥଡେକୁ ଖାସ କରିବା ପାଇଁ ନେହା ସ୍ବାମୀ ଅଙ୍ଗଦଙ୍କ ସହ ଛୁଟି କାଟିବାକୁ ଯାଇଛନ୍ତି ମାଲଦ୍ବୀପ। ସ୍ବାମୀଙ୍କ ସହ କ୍ବାଲିଟି ଟାଇମ୍‌ ବିତାଇବାରେ ନଜର ଆସିଛନ୍ତି ଏହି ଅଭିନେତ୍ରୀ।

ନେହା ତାଙ୍କ ଭେକେସନର ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ନେହା ସମୂଦ୍ର କୂଳରେ ପୋଜ ଦେଇ ଫଟୋ ସେୟାର କରିଛନ୍ତି।  

ଫଟୋରେ ନେହା ସ୍ବାମୀ ଅଙ୍ଗଦ ସହ ଖୁବ ସୁଖୀ ଥିବାର ନଜର ଆସିଛନ୍ତି। ଉଭୟଙ୍କର ରୋମାଣ୍ଟିକ ଫଟୋ ମଧ୍ୟ ନେହା ସେୟାର କରିଛନ୍ତି। ଫଟୋରେ ମଧ୍ୟ ଅଙ୍ଗଦ ତାଙ୍କ ସ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଦେଇଛନ୍ତି।

ମାଳଦ୍ବୀପରେ ମସ୍ତି କରି ନେହା ତାଙ୍କ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ନେହାଙ୍କ ଭେକେଶନ ଫଟୋ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଇଥିଲା।ସେଥିରେ ମଧ୍ୟ ଉଭୟ ସ୍ବାମୀ ସ୍ତ୍ରୀ ନଜର ଆସିଥିଲେ।

ନେହାଙ୍କ ଜନ୍ମଦିନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ନେହାଙ୍କୁ ଅଙ୍ଗଦ ନିଜ କାନ୍ଧରେ ବସାଇ ବୁଲିବାର ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

 ଫିଲ୍ମ କୟାମତରୁ ବଡ ପରଦାରେ କ୍ୟାରିଅର ଆରମ୍ଭ କରିଥିବା ନେହା ଜୁଲି ଫିଲ୍ମ ପାଇଁ ବେଶ୍‌ ଚର୍ଚ୍ଚିତ ହୋଇଥିଲେ । ଅଙ୍ଗଦ ବେଦୀ ହେଉଛନ୍ତି ବାରତୀୟ କ୍ରିକେଟର କିମ୍ବଦନ୍ତୀ ପୁରୁଷ ବଶନ ସିଂ ବେଦୀଙ୍କ ପୁଅ ।   

   Related Posts