Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଏହି ବଲିଉଡ ଗାୟିକାଙ୍କ ବିକିନି ଅବତାର ସୋଶିଆଲ ମିଡିଆରେ ଭାଇରାଲ୍ : ଦେଖିଲେ ଉଡ଼ିଯିବ ହୋସ୍

7/01/2020 at 4:59 PM

ମୁମ୍ବାଇ ୭/୧: ଗାୟିକା ନେହା ଭାସିନ୍ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଗୀତ ଦେଇଛନ୍ତି। ହିଟ୍ ଗୀତ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥାଆନ୍ତି। କିନ୍ତୁ ତାଙ୍କ ଲୁକ୍ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାଏ।

ନେହା ଭାସିନ୍ ନୂଆବର୍ଷକୁ ଦେଶ ବାହାରେ ଥାଇଲ୍ୟାଣ୍ଡରେ ସେଲିବ୍ରେଟ୍ କରିଛନ୍ତି। ଏଠାରୁ ସେ ତାଙ୍କ ଫ୍ୟାନଙ୍କୁ ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି।

ନେହା ଭାସିନ୍ ନିଜ ବୋଲ୍ଡ ଲୁକ୍ ପାଇଁ ସୋଶିଆଲ ମିଡିଆରେ ସବୁବେଳେ ଭାଇରାଲ ହେଉଥାଆନ୍ତି। ଏଥର ବି ସେ ତାଙ୍କ ବିକିନି ଫଟୋ ସେୟାର କରିଛନ୍ତି।

ବିକିନି ପିନ୍ଧି ନେହା ସମୁଦ୍ର କୂଳରେ ଫଟୋ ସେୟାର କରିଛନ୍ତି। ସେ ଅନେକ ଫଟୋ ବିକିନି ପିନ୍ଧି ସେୟାର କରିଛନ୍ତି।

ନେହା ପ୍ରାୟ ସବୁବେଳେ ଭ୍ୟାକେସନରେ ଯାଇଥାଆନ୍ତି। କିନ୍ତୁ ତାଙ୍କ ଲୁକ୍ ସବୁବେଳେ ଫ୍ୟାନଙ୍କ ଗହଣରେ ଲୋକପ୍ରିୟ ହୋଇଥାଏ।

ନେହା ଭାସିନ୍ ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଅନ୍ନୁ ମଲ୍ଲିକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ। କେବଳ ନେହା ନୁହେଁ ବରଂ ଅନ୍ୟ ଗାୟିକାମାନେ ମଧ୍ୟ ସମାନ ଅଭିଯୋଗ ଅନ୍ନୁଙ୍କ ବିରୋଧରେ ଆଣିଥିଲେ ଯାହା ପରେ ଅନ୍ନୁଙ୍କୁ ଶୋ ରୁ ବାହାର କରାଯାଇଥିଲା।

   Related Posts