ଏହି ବଲିଉଡ ଗାୟିକାଙ୍କ ବିକିନି ଅବତାର ସୋଶିଆଲ ମିଡିଆରେ ଭାଇରାଲ୍ : ଦେଖିଲେ ଉଡ଼ିଯିବ ହୋସ୍

Published By : Prameya-News7 Bureau | January 07, 2020 IST

ମୁମ୍ବାଇ ୭/୧: ଗାୟିକା ନେହା ଭାସିନ୍ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଗୀତ ଦେଇଛନ୍ତି। ହିଟ୍ ଗୀତ ପାଇଁ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥାଆନ୍ତି। କିନ୍ତୁ ତାଙ୍କ ଲୁକ୍ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାଏ।

{"id":208262,"sizeSlug":"large"}

ନେହା ଭାସିନ୍ ନୂଆବର୍ଷକୁ ଦେଶ ବାହାରେ ଥାଇଲ୍ୟାଣ୍ଡରେ ସେଲିବ୍ରେଟ୍ କରିଛନ୍ତି। ଏଠାରୁ ସେ ତାଙ୍କ ଫ୍ୟାନଙ୍କୁ ମଧ୍ୟ ଅନେକ ଫଟୋ ସେୟାର କରିଛନ୍ତି।

{"id":208263,"sizeSlug":"large"}

ନେହା ଭାସିନ୍ ନିଜ ବୋଲ୍ଡ ଲୁକ୍ ପାଇଁ ସୋଶିଆଲ ମିଡିଆରେ ସବୁବେଳେ ଭାଇରାଲ ହେଉଥାଆନ୍ତି। ଏଥର ବି ସେ ତାଙ୍କ ବିକିନି ଫଟୋ ସେୟାର କରିଛନ୍ତି।

{"id":208264,"sizeSlug":"large"}

ବିକିନି ପିନ୍ଧି ନେହା ସମୁଦ୍ର କୂଳରେ ଫଟୋ ସେୟାର କରିଛନ୍ତି। ସେ ଅନେକ ଫଟୋ ବିକିନି ପିନ୍ଧି ସେୟାର କରିଛନ୍ତି।

{"id":208265,"sizeSlug":"large"}

ନେହା ପ୍ରାୟ ସବୁବେଳେ ଭ୍ୟାକେସନରେ ଯାଇଥାଆନ୍ତି। କିନ୍ତୁ ତାଙ୍କ ଲୁକ୍ ସବୁବେଳେ ଫ୍ୟାନଙ୍କ ଗହଣରେ ଲୋକପ୍ରିୟ ହୋଇଥାଏ।

{"id":208266,"sizeSlug":"large"}

ନେହା ଭାସିନ୍ ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଅନ୍ନୁ ମଲ୍ଲିକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ। କେବଳ ନେହା ନୁହେଁ ବରଂ ଅନ୍ୟ ଗାୟିକାମାନେ ମଧ୍ୟ ସମାନ ଅଭିଯୋଗ ଅନ୍ନୁଙ୍କ ବିରୋଧରେ ଆଣିଥିଲେ ଯାହା ପରେ ଅନ୍ନୁଙ୍କୁ ଶୋ ରୁ ବାହାର କରାଯାଇଥିଲା।

{"id":208267,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.