Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ସେନାକୁ ଇସ୍ରାଏଲଠୁ ମିଳିଲା ୬୦୦୦ ନେଗେଭ୍ ମେସିନ୍ ଗନ୍, ପ୍ରଥମେ ବ୍ୟବହାର କରିବେ ଉତ୍ତର କମାଣ୍ଡ ଯବାନ

30/01/2021 at 11:00 AM

ନୂଆଦିଲ୍ଲୀ,୩୦/୦୧: ଆହୁରି ଶକ୍ତଶାଳୀ ହେବ ଭାରତୀୟ ସେନା । ସମସ୍ତ ପ୍ରକାର ଶତ୍ରୁକୁ କାଉଣ୍ଟର୍ କରିବାକୁ ସକ୍ଷମ ହେବେ ଯବାନ । ଏବେ ଭାରତୀୟ ସେନାକୁ  ଇସ୍ରାଏଲ ଠାରୁ ୬,୦୦୦ ନେଗେଭ୍‌ ଲାଇଟ୍‌ ମେସିନ୍‌ ଗନ୍ ମିଳିଛି ।

ଜାନୁଆରୀ ମଧ୍ୟଭାଗରେ ଏହି ଗନ୍ ଗୁଡିକୁ ଭାରତକୁ ହସ୍ତାନ୍ତର କରାଯାଇଥିଲା । ଏବେ ଜବଲପୁରରେ ଏସବୁର ଯାଞ୍ଚ ଚାଲିଛି ।।

ପ୍ରଥମେ ଭାରତୀୟ ସେନାର ଉତ୍ତର କମାଣ୍ଡକୁ ଏହି ଗନ୍‌ ମିଳିବ । ଏହି କମାଣ୍ଡକୁ ଗନ୍‌ର ବ୍ୟବହାର କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ । ଭାରତ ଗତ ବର୍ଷ ଇସ୍ରାଏଲ ଠାରୁ ଏଭଳି ୧୬.୪୭୯ଟି ଗନ୍‌ କିଣିବା ପାଇଁ ଚୁକ୍ତି କରିଥିଲା । ଅନ୍ୟ ମେସିନ ଗନ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଭାରତକୁ ମିଳିବ ବୋଲି କୁହାଯାଇଛି ।

   Related Posts