Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଆସନ୍ତା ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ନକ୍ସଲ ସଂଗଠନର ଭାରତ ବନ୍ଦ ଡାକରା

19/01/2019 at 8:56 AM

ମାଲକାନଗିରି ୧୯|୧: ଆସନ୍ତା ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଭାରତ ବନ୍ଦ ଡାକରା । ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ସମେତ ସୀମାନ୍ତ ଛତିଶଗଡର ସୁକମା କୋଣ୍ଟା ବ୍ଲକର ଆଭ୍ୟନ୍ତରୀଣ ଅଂଚଳରେ ନକ୍ସଲ ସଂଗଠନ ଭାରତ ବନ୍ଦ ଡାକରା ଦେଇଛି । ଆସନ୍ତା ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ବ୍ୟାନର ଝୁଲାଇ ନକ୍ସଲ ବନ୍ଦ ଆହ୍ବାନ ଦେଇଛନ୍ତି ।

ଦୁଇ ରାଜ୍ୟରେ ଏମିତି ବ୍ୟାନର ମାରି ନକ୍ସଲ ବନ୍ଦ ଆହ୍ବାନ ଦେବା ପରେ ଉଭୟ ରାଜ୍ୟର ପୋଲିସ ଆବଶ୍ୟକ ପଦକ୍ଷେପ ନେଉଛି । ରାଜ୍ୟ ସୀମାରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । ସନ୍ଦିଗ୍ଧ ଗତିବିଧି ଉପରେ ବିଏସଏଫ ନଜର ରଖିଛି ।

   Related Posts