Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରାସ୍ତା କାମକୁ ବିରୋଧ କରି ୩ ଗାଡି ପୋଡ଼ିଲେ ମାଓବାଦୀ

28/12/2019 at 9:40 AM

ରାୟଗଡ଼ା୨୮/୧୨: ରାୟଗଡା ଜିଲ୍ଲାରେ ପୁଣି ମଓ ହିଂସା। ରାସ୍ତା କାମକୁ ବିରୋଧ କରି ନିୟୋଜିତ ହୋଇଥିବା ହିଟାଚି ଜେସିବି ଓ ରୋଲରକୁ ପୋଡ଼ି ଦେଇଛନ୍ତି ମାଓବାଦୀ। ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁର ଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ହେଉଥିବା ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଗତ ରାସ୍ତା କାମକୁ ବିରୋଧ କରି ମାଓବାଦୀ ଘଟାଇଛନ୍ତି ଏହି ଲଙ୍କା କାଣ୍ଡ। ଗତକାଲି ରାତି ପ୍ରାୟ ୧୦ଟା ପରେ ୨ମହିଳାଙ୍କ ସମେତ ୧୫ରୁ ଉର୍ଦ୍ଧ୍ବ ମାଓବାଦୀ ଟିକର ପଡାରେ ଥିବା ଠିକାଦାର କ୍ୟାମ୍ପରେ ପହଁଞ୍ଚି ସେଠାରେ ରଖାଯାଇଥିବା ଉକ୍ତ ଗାଡି ଗୁଡିକୁ ଜାଳି ଦେବା ସହ ତିନୋଟି ହାତଲେଖା ପୋଷ୍ଟର ଛାଡିଯାଇଛନ୍ତି ।

  ଲୋକଙ୍କ ଯାତାୟାତ ପାଇଁ ୮ ଫୁଟର ରାସ୍ତା ନିର୍ମାଣ ଦାବି କରିଛି ବାଂସଧାରା ଘୁମୁସର ନାଗାବଳୀ ଡିବିଜନାଲ କମିଟି (CPI ମାଓବାଦୀ) ।

   Related Posts