ମାଲକାନଗିରି ସୀମାରେ ମାଓବାଦୀଙ୍କ ଲଙ୍କାକାଣ୍ଡ
5/05/2018 at 6:25 AM

ସୁକମା ରାଜପଥରେ ଟ୍ରକରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ | ଗାଡ଼ଚିରୋଲୀରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରି ଏହିପରି କାଣ୍ଡ ଘଟାଇଛନ୍ତି ମାଓବାଦୀ | ଘଟଣାସ୍ଥଳରେ ଛାଡିଯାଇଥିବା ମୋ ପୋଷ୍ଟରରେ ଏନେଇ ଉଲ୍ଲେଖ ଅଛି |
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021