Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ସୀମାନ୍ତରେ ଧ୍ଵଂସ ହେଲା ମାଓବାଦୀଙ୍କ ସହିଦ ସ୍ମୁତି ସ୍ତମ୍ଭ

17/11/2019 at 12:24 PM

ମାଲକାନଗିରି ୧୭।୧୧: ସୀମାନ୍ତରେ ଧ୍ଵଂସ ହେଲା ମାଓବାଦୀଙ୍କ ସହିଦ ସ୍ମୁତି ସ୍ତମ୍ଭ । କିଛି ଦିନର ନୀରବତା ପରେ ଛତିଶଗଡରେ ମୁଣ୍ଡ ଟେକି ଥିବା ଲାଲବାହିନୀକୁ ନିପାତ କରିବା ପାଇଁ ଅପରେସନ ଆରମ୍ଭ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ଅରଣପୁର ଥାନା ଅନ୍ତର୍ଗତ ପୋଟାଲ୍ଲି ମିଲ୍ଲକମ ପାରା ଅଞ୍ଚଳରେ ମାଓବାଦୀ ମାନେ ନିଜ ସହିଦ ସାଥିଙ୍କ ସ୍ମୁତି ଉଦ୍ଦେଶ୍ୟରେ ଏକ ବିଶାଳକାୟ ମାଓ ସହିଦ ସ୍ମୁତି ସ୍ତମ୍ଭ ନିର୍ମାଣ କରିଥିଲେ, ଏହା ସହ ସହିଦ ସ୍ମୁତି ସ୍ତମ୍ଭ ପାଖରେ ସ୍ଥାନୀୟ ଆଦିବାସୀଙ୍କୁ ନେଇ ମେଳି କରି ମାଓ ସଂଗଠନରେ ସାମିଲ ହେବା ଲାଗି ପ୍ରବତାଉଥିଲେ । ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜିର ଯବାନ କୁମ୍ବିଂ ଅପରେସନ କରି ବୋମା ଲଗାଇ ମାଓବାଦୀଙ୍କ ସହିଦ ସ୍ମୁତି ସ୍ତମ୍ଭକୁ ଧ୍ଵଂସ କରିଛନ୍ତି ।

   Related Posts