Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଯବାନଙ୍କୁ ମାତ୍ ଦେବାକୁ ନକ୍ସଲଙ୍କ ନୂଆ ଅସ୍ତ୍ର ‘ମାଇକ୍ରୋ ଆଇଇଡି’

8/10/2018 at 2:54 PM

ଆଗାମୀ ମାଲକାନଗିରି ବିଧାନସଭା ନିର୍ବାଚନ ସମୟରେ ଯବାନମାନଙ୍କୁ ଆଘାତ ଦେବା ପାଇଁ ନକ୍ସଲମାନେ ନୂଆ ରଣନୀତି କରିଛନ୍ତି  ମାଓବାଦୀମାନେମାଇକ୍ରୋ ଆଇଇଡିନାମକ ନୂଆ ଅସ୍ତ୍ର ତିଆରି କରିଛନ୍ତି । ଏହା ଏତେ ଛୋଟ ଯେ, ଗଛର ପତ୍ର ମଧ୍ୟରେ ବି ତାହା ଲୁଚି ଯିବ। ଏପରି କିଛିଆଇଇଡିତାଡ଼ା ମେଟାଲ୍ଜଙ୍ଗଲରୁ ଜବତ କରାଯାଇଛି । ସର୍ଚ୍ଚ ଅପରେସନ୍ପାଇଁ ଯବାନମାନେ ଯାଉଥିବା ବେଳେ ଏହାକୁ ଠାବ କରିଥିଲେଏହି ମାଇକ୍ରୋ ଆଇଇଡି ଦେଖିବାକୁ ଦୀପାବଳିରେ ଫୁଟା ଯାଉଥିବା ବାଣ ଭଳି। ଜଙ୍ଗଲରେ କମ୍ବିଂ ବେଳେ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ନକ୍ସଲମାନେ ଏହି ମାଇକ୍ରୋଆଇଇଡିକୁ ବ୍ୟବହାର କରିବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି

   Related Posts