ମାଓବାଦୀଙ୍କ ବର୍ବରତା ; ପୋଲ କାମକୁ ବିରୋଧ କରି ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା

Published By : Prameya-News7 Bureau | July 15, 2018 IST

ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡାରେ ମାଓ ହିଂସା ଦେଖିବାକୁ ମିଳିଛି | ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ |ପାହୁରନାର ଗାଁର ସରପଞ୍ଚଙ୍କ ସ୍ବାମୀ ପିସେରାମଙ୍କୁ ହତ୍ୟା କରାଯାଇଛି | ଗତରାତିରେ ୧୦-୧୫ ସଶସ୍ତ୍ର ମାଓବାଦୀ ଆସି ଗୁଳି କରି ହତ୍ୟା କରିଛନ୍ତି | ଏହାସହ ଗାଁର ଦୁଇ ଜଣଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଛନ୍ତି | ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ଛାଡି ଯାଇଛନ୍ତି | ଇନ୍ଦ୍ରାବତୀ ନଦୀ ଉପରେ ଚାଲିଥିବା ପୋଲ କାମକୁ ବିରୋଧ କରି ପୋଷ୍ଟର ଛାଡ଼ିଯାଇଛନ୍ତି | ତେବେ ପିସେରାମଙ୍କ ସହାୟତାରେ ପ୍ରଶାସନ ସେଠାରେ ବ୍ରିଜ କାମ କରି ଆସୁଥିବାରୁ ତାଙ୍କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.