Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପକ୍କା ରାସ୍ତା ନିର୍ମାଣକୁ ବିରୋଧ କରି ରାସ୍ତା ଖୋଲିଲେ ମାଓବାଦୀ

23/08/2018 at 11:28 PM

ମାଲକାନଗିରି ୨୪/୮ : ମାଲକାନଗିରିରେ ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ | ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀମାନେ ମାଥିଲି ଥାନା କୁନ୍ତୁଳିପାଲି ଠାରେ ରାସ୍ତା ଖୋଲିଦେଇଛନ୍ତି | ଫଳରେ ଦୁଇ ପଂଚାୟତ, ମହୁରପଦର ଓ କର୍ତ୍ତନପାଲିକୁ ଯୋଗାଯୋଗ ବିଛିନ୍ନ ହୋଇଛି | ପକ୍କା ରାସ୍ତା ନିର୍ମାଣକୁ ବିରୋଧ କରି ମାଓବାଦୀମାନେ ଏଭଳି କାଣ୍ଡ କରିଥିବା ଜଣାପଡିଛି |

   Related Posts