Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ମାଲକାନଗିରିରେ ପୁଣି ମାଓ ହିଂସା ; ଗାଡି ପୋଡିଦେଲେ ମାଓବାଦୀ

13/08/2018 at 5:37 AM

ମାଲକାନଗିରି ୧୩/୮ : ମାଲକାନଗିରି ଛତିଶଗଡ ସୀମାନ୍ତରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସୁକୁମା ଜିଲ୍ଲାରେ ଗାଡି ପୋଡି ଦେଇଛନ୍ତି ମାଓବାଦୀ । ପୁଷୱାଡା ଓ ଚିନ୍ତାଗୁମ୍ଫା ମଝିରେ ଦୁଇଟି ଗାଡିକୁ ପୋଡି ଦେଇଛନ୍ତି ସଶସ୍ତ୍ର ମାଓବାଦୀ । ଗତ ୬ ତାରିଖ ଗୋଲାପାଲ୍ଲି ଏନକାଉଣ୍ଟରକୁ ବିରୋଧ କରି ଏପରି ହିଂସାକାଣ୍ଡ ଘଟାଇଥିବା ଜଣାପଡିଛି । ସେହିପରି ଏନ୍ କାଉଣ୍ଟରକୁ ବିରୋଧ କରି ଆଜି ଛତିଶଗଡ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ। ବାରମ୍ବାର ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି ମାଓବାଦୀ | ସାଧାରଣ ନିରୀହ ଜନତାମାନଙ୍କୁ କେତେବେଳେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରୁଛନ୍ତି ତ କେତେବେଳେ ପୋଲିସ ଗାଡି ପୋଡି ଡାଉଛନ୍ତି ମାଓବାଦୀ |

   Related Posts