Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସର୍ତ୍ତମୂଳକ ଅନୁମତିକୁ ପ୍ରତ୍ୟାଖ୍ୟାନ କଲେ ନୱାଜ ସରିଫ

13/11/2019 at 9:33 PM

ଇସଲାମାବାଦ ୧୩।୧୧ – ବ୍ରିଟେନରେ ଚିକିତ୍ସା ପାଇଁ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଇମ୍ରାନ ଖାନଙ୍କ ସରକାରଙ୍କ ସର୍ତ୍ତମୂଳକ ଅନୁମତିକୁ ପ୍ରତ୍ୟାଖ୍ୟାନ କଲେ ନୱାଜ ସରିଫ। ଚିକିତ୍ସା ପାଇଁ ବ୍ରିଟେନ ଯିବା ପୂର୍ବରୁ ସାତ ଶହ କୋଟି ଟଙ୍କରା କ୍ଷତିପୂରଣ ବଣ୍ଡ  ଦେବାକୁ କହିଥିଲେ ଇମ୍ରାନ ସରକାର। ଇମ୍ରାନ ସରକାରଙ୍କ ସର୍ତ୍ତକୁ ବେଆଇନ କହିଛନ୍ତି ସରିଫ। ଏଥିସହିତ ତାଙ୍କର ସ୍ବାସ୍ଥ୍ୟବସ୍ଥାକୁ ନେଇ ରାଜନୀତି କରିଯିବାକୁ ସରିଫ ନାପସନ୍ଦ କରିଛନ୍ତି।

 

   Related Posts