ଆସନ୍ତା ୫ରେ ନବୀନ ବନାମ ମୋଦି ଟକ୍କର : 9pm Discussion on 2nd Jan 2019

Published By : Prameya-News7 Bureau | January 02, 2019 IST

wp:core-embed/youtube {"url":"https://www.youtube.com/watch?v=jlSld9EUZi4","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=jlSld9EUZi4
/wp:core-embed/youtube

ଆଜିର ବିତର୍କ - ପାଞ୍ଚ୍‌ରେ ପଞ୍ଚ୍ ।
ଆସନ୍ତା ୫ରେ ନବୀନ ବନାମ ମୋଦି ଟକ୍କର ଦେଖିବେ ରାଜ୍ୟବାସୀ । ବାରିପଦାରେ ସରକାରୀ କାର୍ଯ୍ୟକ୍ରମ ଓ ଦଳିୟ ସମାବେଶରେ ଯୋଗ ଦେବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁଣି ଏହାର କାଉଣ୍ଟର କରିବାକୁ ସେହି ୫ ତାରିଖରେ ପୁରୀରେ ସ୍ୱଂୟ ସହାୟକ ସଂଘ ସମାବେଶରେ ଯୋଗ ଦେବାକୁ ଯାଉଛନ୍ତି ନବୀନ । ନବୀନ ଆର୍ଥିକ ସହାୟତା ଦେବେ ଏବଂ ତା ସହିତ ମୋବାଇଲ ମଧ୍ୟ । ତେଣୁ କିଏ କ'ଣ କହିବେ ସେଥିପାଇଁ ୫ ତାରିଖକୁ ସମସ୍ତ ରାଜ୍ୟବାସୀଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.