Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ନବୀନ ଆଗୁଆ ; ବିଜେଡି ୫୯, ବିଜେପି ୧୫ ଏବଂ କଂଗ୍ରେସ ୬ଟି ଆସନରେ ଆଗୁଆ

23/05/2019 at 9:52 AM

ଭୁବନେଶ୍ବର ୨୩|୫: ରାଜ୍ୟର ୧୪୭ ବିଧାନସଭା ାସନରୁ ପାଟକୁରାକୁ ଛାଡି ୧୪୬ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆଜି ଅନୁଷ୍ଠିତ ହେଉଥିବା ଗଣତିରେ ବିଜେଡି ୫୯ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୧୫ଟି ଏବଂ କଂଗ୍ରେସ ମାତ୍ର ୬ଟି ଆସନରେ ଆଗୁଆ ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟ ବିଜେପୁର ଓ ହିଞ୍ଜିଳି ଆସନରେ ଆଗୁଆ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ଥର ପ୍ରଥମ ଥର ପାଇଁ ଦୁଇଟି ଆସନରୁ ନବୀନ ନିର୍ବାଚନ ଲଢୁଛନ୍ତି । ନବୀନ ଦୁଇଟି ଆସନରୁ ଲଢିବା ନେଇ ମଧ୍ୟ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ନବୀନ ହିଞ୍ଜିଳିରୁ ନିର୍ବାଚନ ହାରିବା ଆଶଙ୍କା ରହିଛି ବୋଲି ଗୁଇନ୍ଦା ରିପୋର୍ଟ ଆସିବା ପରେ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁସାରେ ନବୀନ ହିଞ୍ଜିଳି ଆସନରେ ଆଗୁଆ ରହିଛନ୍ତି । ଏଠାରେ ତାଙ୍କୁ ବିଜେପିରୁ ଟକ୍କର ଦେଇଛନ୍ତି ପୀତାମ୍ବର ଆଚାର୍ଯ୍ୟ ଏବଂ କଂଗ୍ରେସରୁ ଶମ୍ଭୁନାଥ ପାଣିଗ୍ରାହୀ ।

   Related Posts