Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଚୌଦ୍ବାର ଜେଲ୍‌ରେ କଏଦୀ ହତ୍ୟା ମାମଲା : ଜେଲ୍ ପରିଦର୍ଶନ କଲେ ଜାତୀୟ ମହିଳା କମିଶନ ସଦସ୍ୟା

29/06/2019 at 11:09 AM

ଚୌଦ୍ବାର ୨୯|୬: ଚୌଦ୍ବାର ଜେଲ୍ ପରିଦର୍ଶନ କରିଛନ୍ତି ଜାତୀୟ ମହିଳା କମିଶନ ର ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ।ତାଙ୍କ ସହ ଅଛନ୍ତି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଓ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି । ନିକଟରେ ଜେଲରେ ଘଟିଥିବା କଏଦୀ ରମେଶ ପ୍ରଧାନର ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବାକୁ ଏବଂ ଜେଲ ମଧ୍ୟରେ ଜନ ଶୁଣାଣି କରିବାକୁ ଆସିଛନ୍ତି ।

   Related Posts