ଚୌଦ୍ବାର ଜେଲ୍‌ରେ କଏଦୀ ହତ୍ୟା ମାମଲା : ଜେଲ୍ ପରିଦର୍ଶନ କଲେ ଜାତୀୟ ମହିଳା କମିଶନ ସଦସ୍ୟା

Published By : Prameya-News7 Bureau | June 29, 2019 IST

ଚୌଦ୍ବାର ୨୯|୬: ଚୌଦ୍ବାର ଜେଲ୍ ପରିଦର୍ଶନ କରିଛନ୍ତି ଜାତୀୟ ମହିଳା କମିଶନ ର ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ।ତାଙ୍କ ସହ ଅଛନ୍ତି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଓ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି । ନିକଟରେ ଜେଲରେ ଘଟିଥିବା କଏଦୀ ରମେଶ ପ୍ରଧାନର ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବାକୁ ଏବଂ ଜେଲ ମଧ୍ୟରେ ଜନ ଶୁଣାଣି କରିବାକୁ ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.