Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସୁଶାନ୍ତ ସିଂ ରାଜପୁତଙ୍କୁ ସମ୍ମାନ ଦେବେ ଭାରତ ସରକାର, ଦିବଙ୍ଗତଙ୍କ ନାମରେ ନେସନାଲ୍ ଫିଲ୍ମ ଆୱାର୍ଡ ରଖିବାକୁ ବିଚାର

22/02/2021 at 6:26 PM

ମୁମ୍ବାଇ ୨୨/୦୨: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି ତାହା କେବେ ପୂରଣ ହୋଇପାରିବ ନାହିଁ । ସୁଶାନ୍ତଙ୍କ ମୃତ୍ୟୁକୁ ନଅ ମାସ ପୁରି ଯାଇଥିଲେ ସୁଦ୍ଧା, ଆଜିବି ସେ ଲୋକଙ୍କ ମନ ଆଉ ହୃଦୟରେ ରହିଛନ୍ତି । ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି । ଏଥି ମଧ୍ୟରେ ଭାରତ ସରକାର ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଏକ ଆୱାର୍ଡ ରଖିବା ପାଇଁ ଯୋଜନା କରୁଛନ୍ତି । ସୁଶାନ୍ତଙ୍କ ନାମ ଚିରକାଳ ପାଇଁ ନେସନାଲ ଆୱାର୍ଡରେ ଦାଖଲ କରାଯିବ ।

ସୂଚନା ଅନୁସାରେ, ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଏକ ନେସନାଲ୍ ଫିଲ୍ଣ ଆୱାର୍ଡ ରଖା ଯିବାର ଯୋଜନା ଚାଲିଛି । ଏ ନେଇ ପ୍ରସ୍ତାବ ଦିଆସରିଛି । ଏହା ପ୍ରଥମ ଥର ନୁହେଁ ସୁଶାନ୍ତଙ୍କୁ ନେଇ କିଛି ବଡ ଧରଣର ଯୋଜନା ଚାଲିଛି । ଏହା ପୁର୍ବରୁ ମାଡାମ୍ ତୁସାଉଦ୍ ରେ ସୁଶାନ୍ତଙ୍କ ଷ୍ଟାଚ୍ୟୁ ହେବାକୁ ନେଇ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫଳ ମିଳି ପାରିନାହିଁ । ଏପରି ଅନେକ ପ୍ରପୋଜାଲ୍ ରହିଛି, ହେଲେ ଏପର୍ଯ୍ୟନ୍ତ ସେଥିରେ କୌଣସି ମୋହର ଲାଗି ନାହିଁ । ସୁଶାନ୍ତଙ୍କର ବାୟୋପିକ୍ ର ନାମ ‘ନ୍ୟାୟ: ଦ ଜଷ୍ଟିସ୍’ ରହିଛି ।

   Related Posts