Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ବଲାଙ୍ଗୀରରେ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ସହ ପ୍ରଶାସନକୁ ଦାୟୀ କଲେ ନରସିଂହ ମିଶ୍ର

12/05/2019 at 3:13 PM

ବଲାଙ୍ଗୀର ୧୨|୫: ପ୍ରତି ବର୍ଷ ଖରା ଆସିଲେ ବଲାଙ୍ଗୀରରେ ପାନୀୟ ଜଳ ସମସ୍ୟା ପରିଲକ୍ଷିତ ହୋଇଥାଏ। ତେବେ ଏହାକୁ ନେଇ ପାନୀୟ ଜଳ ବ୍ୟବସ୍ଥା ଗତ ୨୦୧୪ ମସିହାଠାରୁ ସୁଧୁରିବାରେ ଲାଗିଥିବା ବେଳେ ପୁଣି ସେହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଜିଲ୍ଲାବାସୀ ।

ସେପଟେ ବାଏପାସ ରାସ୍ତା  କାମ ଠପ୍, ଲୋୟର ସୁକତେଲ ପ୍ରକଳ୍ପ କାମ ଠପ୍ ହୋଇପଡିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏ ସମସ୍ତ ସମସ୍ୟାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଉଭୟ ସରକାର ଓ ପ୍ରଶାସନକୁ କରିଛନ୍ତି ଦାୟୀ ଦାୟୀ ।

ସହରରେ ଟ୍ରାଫିକ ସମସ୍ୟା, ପାଣି ସମସ୍ୟା, ରାସ୍ତା ତିଆରି ସମସ୍ୟା, ବିଭିନ୍ନ ପ୍ରକଳ୍ପ ବନ୍ଦ ହୋଇଥିବା ସହ ଜିଲ୍ଲାର ସ୍କୁଲ କଲେଜରେ ଅଧ୍ୟାପକ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନରସିଂହ। ଏନେଇଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ ତୁରନ୍ତ ନକଲେ ଆଗାମୀ ନିର୍ବାଚନ ଫଳାଫଳ ଘୋଷଣା ପରେ ତାହାର ଉଚିତ୍ ଜବାବ ଜନସାଧାରଣ ଦେବା ସହ ଏହାକୁ ନେଇ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ନରସିଂହ ମିଶ୍ର।

   Related Posts