Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ନାରୋଦା ଗଣହତ୍ୟା ମାମଲା

2/08/2018 at 11:45 AM

ଗୁଜରାଟ ନାରୋଦା ଗଣହତ୍ୟା ମାମଲା। ଏହି ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ବୟାନକୁ ଅଗ୍ରାହ୍ୟ କରିବାକୁ କହିଛନ୍ତି ଏସଆଇଟି। ଶାହଙ୍କ ବୟାନ ମୁଖ୍ୟ ଅଭିଯୁକ୍ତ ମାୟା କୋଦନାନିଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଦିଆଯାଇଥିଲା ବୋଲି ଏସଆଇଟି ଯୁକ୍ତି ବାଢିଛି। ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନାରେ ୨୦୦୨ ନାରୋଦା ଗଣହତ୍ୟାର ତଦନ୍ତ କରୁଛି ଏସଆଇଟି। ଉତ୍ତେଜକ ଭାଷଣ ଦେଇ ମୁସଲିମ ସଂପ୍ରଦାୟର ୧୧ ଜଣଙ୍କୁ ହତ୍ୟାକରିବାକୁ ମାୟା କୋଦନାନି ଉସୁକାଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଅମିତ ଶାହ ଦେଇଥିବା ବୟାନ ୧୫ ବର୍ଷ ତଳର। ଏବେ ଏହି ବୟାନ କିଛି ମାନେ ରଖୁନି ବୋଲି ଏସଆଇଟି କହିଛି। ୨୦୦୨ ଫେବୃୟୀରୀ ୨୮ରେ ଏହି ଘଟଣା ଘଟିଥିଲା। ଘଟଣାଦିନ କୋଦନାନି ସକାଳ ୮ଟା ୩୦ ମିନିଟରେ ଗୁଜରାଟ ବିଧାନସଭାରେ …ଓ ପରେ ୯ଟା ୩୦ରୁ ୯.୪୫ ପର୍ଯ୍ୟନ୍ତ ଅହମ୍ମଦାବାଦର ଏକ ହସ୍ପିଟାଲେର ଥିଲେ ବୋଲି ଅମିତ୍ ବୟାନ ଦେଇଥିଲା

   Related Posts