Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ମିଳିତ ଜାତିସଙ୍ଘ ଜାରି କଲା ଡାକ ଟିକଟ : ଭାରତ ଦେଲା ଏହି ଉପହାର

25/09/2019 at 12:05 PM

 ନୂଆଦିଲ୍ଲୀ ୨୫/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେତେକ ରାଷ୍ଟ୍ରମୁଖ୍ୟ ଆଜି ସକାଳେ ମିଳିତ ଜାତିସଙ୍ଘ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ମିଳିତ ଜାତିସଙ୍ଘର ଡାକ ଟିକଟ ଜାରି କରିଥିଲେ। ମିଳିତ ଜାତିସଙ୍ଘରେ ‘ସମକାଳୀନ ବିଶ୍ବରେ ମହାମ୍ମା ଗାନ୍ଧୀଙ୍କ ପ୍ରାସଙ୍ଗିକତା’ କାର୍ଯ୍ୟକ୍ରମ ସମୟରେ ଡାକ ଟିକଟ ଜାରି କରାଯାଇଥିଲା। ଭାରତ ମଧ୍ୟ ମିଳିତ ଜାତିସଙ୍ଘକୁ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀରେ ସୋଲାର ପାର୍କ ଉପହାର ଦେଇଥିଲା।

ଏହି କାର୍ଯ୍ୟକ୍ରମ ସମୟରେ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା,ମିଳିତ ଜାତିସଙ୍ଘର ମହାସଚିବ ଏଣ୍ଟୋନିଓ ଗୁଟାରେଜ,ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ-ଜ-ଇନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଙ୍ଘର ମୁଖ୍ୟ କାର୍ଯ୍ୟାଳୟରେ ଗାନ୍ଧୀ ସୋଲାର ପାର୍କର ଉନ୍ମୋଚନ କରିଥିଲେ। ଏହି ପାର୍କରେ ୧୯୩ଟି ସୋଲାର ପ୍ୟାନେଲ୍ ଲାଗିଛି ଯାହା ୫୦କିଲୋଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ କରିବ।

   Related Posts