Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କୋଭିଡ୍ ମୃତକଙ୍କ ପରିବାରକୁ ଦିଆଯାଉ ୪ ଲକ୍ଷ ଟଙ୍କାର ସହାୟତା ରାଶି : ନରସିଂହ

27/11/2021 at 4:20 PM

ଭୁବନେଶ୍ବର ୨୭୧୧: କୋଭିଡ୍ ମୃତକଙ୍କୁ ସହାୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ୍ ମୃତକଙ୍କ ପରିବାର ପାଇଁ ସହାୟତା ରାଶି ୪ ଲକ୍ଷ କରି ଦିଆଯାଉ। ୧ ଲକ୍ଷ ଟଙ୍କା ରାଜ୍ୟ ସରକାର ଦେବେ କେନ୍ଦ୍ର ସରକାର ୩ ଲକ୍ଷ ଟଙ୍କା ଦେବେ । ମୁଖ୍ୟମନ୍ତ୍ରୀ ୧ ଲକ୍ଷ ଟଙ୍କା ଦେବାକୁ ପଦକ୍ଷେପ ନିଅନ୍ତୁ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାନ୍ତୁ । କେତେଜଣଙ୍କର କୋଭିଡରେ ମୃତ୍ୟୁ ହୋଇଛି ତାର ଯାଞ୍ଚ କରି ସଠିକ୍ ତଥ୍ୟ ବାହାର କରି ସହାୟତା ଦିଅନ୍ତୁ ।

ସେପଟେ ଅଣ୍ଡା ମାଡ଼ ପ୍ରସଙ୍ଗରେ ନରସିଂହ କହିଛନ୍ତି, ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସମସ୍ତଙ୍କର ଅଧିକାର ଅଛି ପ୍ରତିବାଦ କରିବା । ଅଣ୍ଡାମାଡ଼ ଦ୍ବାରା କୌଣସି ଉଦ୍ଦେଶ୍ୟ ନାହିଁ କାହାକୁ ମାରିବା ପାଇଁ କିମ୍ବା କାହାକୁ ଆଘାତ ଦେବା ପାଇଁ । ତାହାକୁ ମୌଳିକ ଅଧିକାରରେ ନିଆଯାଇପାରିବ। ଯେଉଁମାନେ ଏହାକୁ ସମାଲୋଚନା କରୁଛନ୍ତି ଶାସକ ଦଳ ମନ୍ତ୍ରୀମାନେ ଗୁଣ୍ଡା ନେଇ ଯାଉଛନ୍ତି । ପ୍ରତିବାଦ କରିବା ଆଗରୁ ମୁଣ୍ଡ ଫଟାଇ ଦିଆଯାଉଛି। ରଡ୍ ରେ ମାରିବେ ମୁଣ୍ଡ ଫଟେଇବେ, ସେଠି କେସ୍ ହେବନି । ଅଣ୍ଡା ମାଡ଼ କଲେ ୩୦୭ ଦଫାରେ କେସ୍ ହେବ। ଯେଉଁ ରାଜ୍ୟର ପୋଲିସ ମୁର୍ଖାମି କରେ ସେଠି କଣ ନ୍ୟାୟ ମିଳିବ ବୋଲି ନରସିଂହ ମିଶ୍ର କହିଛନ୍ତି ।

   Related Posts