ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗ : ନରସିଂହ କହିଲେ ଏହା ରାଜନୈତିକ ବାଧ୍ୟବାଧକତା
23/06/2019 at 1:29 PM

ଭୁବନେଶ୍ବର ୨୩/୬: ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନ। ନରସିଂହ ପ୍ରଶ୍ନ କରିଛନ୍ତି ଯେ ବିଜେଡି-ବିଜେପି ଯାହାକୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି ଯେ ଖଣି କାରବାରରେ ତାଙ୍କର କିଭଳି ସଂପୃକ୍ତ ରହିଛି।
ସେପଟେ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା। ଜଣେ ଅଭିଜ୍ଞ ନେତା ସାମ୍ବିଧାନିକ ପଦପଦବୀକୁ ନେଇ ରାଜନୀତିକରଣ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।.