Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଖୋଲିପାରେ ନନ୍ଦନକାନନ

30/07/2021 at 4:05 PM

ବାରଙ୍ଗ ୩୦।୭: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ଅଗଷ୍ଟ ମାସରେ ନନ୍ଦନକାନନ ଖୋଲିବା ନେଇ କର୍ତ୍ତୃପକ୍ଷ ସଂକେତ ଦେଇଛନ୍ତି ।  କରୋନାର ଦିତୀୟ ଲହର ବ୍ୟାପିବା ପରେ ଚଳିତ ବର୍ଷ ଅପ୍ରେଲ ମାସ ୩୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖାଯାଇଥିଲା । ଏବେ ଓଡିଶାର କେତେକ ସ୍ଥାନ ସହିତ ବିଭିନ୍ନ ରାଜ୍ୟମାନଙ୍କରେ କୋଭିଡ୍ କଟକଣା କୋହଳ ହୋଇଛି । ଏଥିପାଇଁ ଦିଲ୍ଲୀ ଏବଂ ଅନ୍ୟ କେତେକ ରାଜ୍ୟର ଚିଡିଡିଆଖାନା ଖୋଲିଯାଇଛି ।

କଟକ ଭୁବନେଶ୍ବରରେ ଏବେ କରୋନା ସଂକ୍ରମଣ କମି ନଥିବାରୁ ନନ୍ଦନକାନନ ଖୋଲିବା ସମ୍ଭବ ହୋଇନାହିଁ । ତେବେ ଶନିବାର ଅଗଷ୍ଟ ମାସ ପାଇଁ କୋଭିଡ୍ ନିୟମ ଘୋଷଣା ହେବା ପରେ ନନ୍ଦନକାନନ ଖୋଲିବା ନେଇ ସରକାର ଉଚ୍ଚସ୍ତରୀୟ ବୈଠକ କରି ନିଷ୍ପତ୍ତି ନେବାର ଅଛି । ଅଗଷ୍ଟ ମାସରେ ନନ୍ଦନକାନନ ଖୋଲାଯିବା ପାଇଁ ସରକାରଙ୍କ ସବୁଜ ସଂକେତ ମିଳିଲେ ନନ୍ଦନକାନନ କର୍ତ୍ତୃପକ୍ଷ ନନ୍ଦନକାନନ ଖୋଲିବା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।  ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି ।

   Related Posts