ନନ୍ଦୋତ୍ସବ ନେଇ ବ୍ରହ୍ମପୁର ଗୋକୁଳଧାମରେ ସ୍ବତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | September 03, 2018 IST

ଗଞ୍ଜାମ ୩|୯: ଆଜି ପବିତ୍ର ନନ୍ଦ ଉତ୍ସବ । ଭଦବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିସାରିଛନ୍ତି। ଏଥିପାଇଁ ରାଜ୍ୟ ତଥା ସାରା ଦେଶସାରା ଉତ୍ସବର ମାହୋଲ । ଏଥିପାଇଁ ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ବ୍ରହ୍ମପୁର ସହର । ଏନେଇ ଗୋକୁଳଧାମରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହରରେ ନନ୍ଦ ଉତ୍ସବ ମାହୋଲ ସରଗରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.