ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଁ ଦୁଇ ଜଣଙ୍କ ନାମ ସୁପାରିଶ

Published By : Prameya-News7 Bureau | October 04, 2019 IST

କଟକ - ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଁ ଦୁଇ ଜଣଙ୍କର ନାମକୁ ସୁପାରିଶ କରାଯାଇଛି। ବରିଷ୍ଠ ଆଇନଜୀବୀ ସଞ୍ଜୀବ ପାଣିଗ୍ରାହୀ ଓ ଜୁଡସିଆଲ୍ ଅଫିସର୍‌ ବିଭୁପ୍ରସାଦ ରାଉତରାୟଙ୍କ ନାମକୁ ସୁପାରିଶ କରାଯାଇଛି । କଲେଜିୟମ ବ୍ୟବସ୍ଥାରେ ଏହି ଦୁଇ ଜଣଙ୍କର ନାମକୁ ସୁପାରିଶ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.