ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ
21/03/2019 at 12:20 PM

ନୂଆପଡ଼ା ୨୧/୩: ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ଏହା ଏକ ବିଧିବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଦର୍ଲ୍ଲିମୁଣ୍ଡା ମଦଭାଟି ପାଖ ଖଲିଆପାଣି ରାସ୍ତାରୁ ମିଳିଛି ମୃତଦେହ। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ। ପିନ୍ଧା ଲୁଗାରେ ବନ୍ଧା ଯାଇଛି ମୁହଁ। ଘଟଣା ସ୍ଥଳରେ ଜୋଙ୍କ ପୋଲିସର ତଦନ୍ତ ଜାରି ରଖିଛି।
Related Posts
ବିଦ୍ୟୁତ୍ ଆଘାତରେ ପୁଣି ଗଲା ଦନ୍ତା ହାତୀର ଜୀବନ
22 January 2021
ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ, ଗୃହପାଳିତ ପଶୁଙ୍କୁ କରୁଛି ଆକ୍ରମଣ
22 January 2021