Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

୯୦୦ ଲିଟର ନକଲି ମଦ ଜବତ, ୩ ଗିରଫ

9/10/2021 at 8:29 AM

ଭୋଗରାଇ,୦୯/୧୦: ବିପୁଳ ପରିମାଣର ନକଲି ମଦ ଜବତ ।  ବାଲେଶ୍ୱର ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ  ଜଳେଶ୍ବର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ଓ ୨୨ ଜଣିଆ ଏକ ଟିମ ମିଳିତ ଭାବେ ଚଢଉ କରି ନକଲି ମଦ ଜବତ କରିଛନ୍ତି ।

ରାଜ୍ୟ ରlଜପଥ ୫୭ ବlଟଗ୍ରାମ ଠାରୁ ଅନୁମାନିକ ୯୦୦ ଲିଟର ନକଲି ମଦ ଜବତ ହୋଇଛି।ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ପୂଜା ପାଇଁ ଏହି ନକଲି ମଦ ପଶ୍ଚିମବଙ୍ଗରୁ ଏକ ଖୋଲା ଭ୍ୟାନରେ ଓଡିଶାକୁ ପ୍ରବେଶ କରିଥିଲା।ଭୋଗରାଇ ତହସିଲଦାରଙ୍କ ଉପସ୍ଥିତରେ ଜଳେଶ୍ୱର ଓ ଭୋଗରାଇ ଅବକାରୀ  ଚଢ଼ଉ କରି ଏକ ମଦ ଭର୍ତ୍ତି  ଭ୍ୟାନ ସହିତ  ୩ ଜଣକୁ ଗିରଫ କରି ତଦନ୍ତ ଚଳାଇଛନ୍ତି।

ଏହି ଚଢ଼ଉରେ  ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡାଙ୍କ ସହିତ ଅବକାରୀ ବିଭାଗ ୨୨ ଜଣିଆ ଟିମ୍ ଚଢ଼ଉ କରିଥିଲେ। 

   Related Posts