Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ନକଲି ଜର୍ଦ୍ଦା କାରଖାନାରେ ଚଢଉ, ୨ ଅଟକ

24/10/2021 at 2:35 PM

ଚଣ୍ଡିଖୋଲ,୨୪/୧୦: ନକଲି ଜର୍ଦ୍ଦା କାରଖାନାରେ ଚଢଉ । ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ । ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରେ ଚାଲିଥିବା ଏହି କାରଖାନା ଉପରେ ଚଢଉ କରି କାରବାରର ପର୍ଦ୍ଦାଫାସ କରିଛି ।

ରବିବାର ସ୍ପେସିଆଲ ସ୍କ୍ୱାର୍ଡ ନକଲି  ଜର୍ଦ୍ଦା କାରଖାନାରେ ଚଢ଼ାଉ କରିଥିଲା । ଛତିଆ ବିଦ୍ୟାଧରପୁର ଗ୍ରାମରେ ଏହି କାରଖାନା ଚାଲିଥିଲା । ଚଢଉ ବେଳେ ପ୍ରଚୁର ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଏହାସହ ୨ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି ।

   Related Posts