ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | September 12, 2020 IST

ନବରଙ୍ଗପୁର ୧୨/୦୯ : ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ ଅଛନ୍ତି । କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । କରୋନାରେ ସଂକ୍ରମିତ ହେବାପରେ ସେ ନିଜ ଉମରକୋଟ ସ୍ଥିତ ବାସଭବନରେ ହୋମ ଆଇସଲେସନରେ ଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

{"id":328516,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.