ନବରଙ୍ଗପୁର ଭେନସ୍ ଗାଁରେ ଲାଣ୍ଡ ମାଇନ୍ ବିସ୍ଫୋରଣ ; ୩ ଶ୍ରମିକ ମୃତ

Published By : Prameya-News7 Bureau | April 24, 2018 IST

ନବରଙ୍ଗପୁର ଭେନସ୍ ଗାଁରେ ଲାଣ୍ଡ ମାଇନ୍ ବିସ୍ଫୋରଣ … ୩ ଶ୍ରମିକ ମୃତ … ମାଓବାଦୀ ଲାଣ୍ଡ ମାଇନ୍ ବିଛାଇଥିବା ସନ୍ଦେହ … କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତା କଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ.... ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା.... ବିସ୍ଫୋରଣ ଏତେ ଭୟଙ୍କର ଥିଲେ ଯେ ଜଣକର ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା .... ଘଟଣାସ୍ଥଳରେ ରାଇଘର ପୋଲିସ, ବିଏସଏଫ ଯବାନ ପହଂଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ....ତେବେ କ୍ଷତିପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି ....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.