Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

୧୫୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ନବରଙ୍ଗପୁର ଲ୍ୟାମ୍ପ୍ ଏମ୍‌ଡି

4/01/2020 at 1:18 PM

ନବରଙ୍ଗପୁର ୪।୧: ନବରଙ୍ଗପୁର ଲ୍ୟାମ୍ପ୍ ଏମ୍‌ଡି ବାନାମ୍ବର ପଟ୍ଟନାୟକ ୧୫୦୦ ଟଙ୍କା ଲାଞ୍ଚ ନେବା ବେଳେ  ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଆଜି ନବରଙ୍ଗପୁର ବ୍ଲକ୍ ସାନ ମସିଗାଁ ମଣ୍ଡିରେ ଜଣେ ଚାଷୀ ମୋତିରାମ ଭତରାଙ୍କ  ୯୯.୩୨ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଅନୁମତି ଦେବାକୁ ନବରଙ୍ଗପୁର ଲ୍ୟାମ୍ପ୍ ଏମ୍‌ଡି ବାନାମ୍ବର ପଟ୍ଟନାୟକ ୧୫୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଚାଷୀ ମୋତିରାମ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ବିଭାଗ  ଆଜି ମଣ୍ଡିରେ ଛକି ରହି ଏମଡି ଟଙ୍କା ନେବାବେଳେ ତାଙ୍କୁ ଧରିଥିଲେ । ତାଙ୍କୁ ଗିରଫ କରାଯାଇଥିବାବେଳେ ଭିଜିଲାନ୍ସ ବିଭାଗ ନବରଙ୍ଗପୁର ଲ୍ୟାମ୍ପକୁ ଯାଇ ତଦନ୍ତ କରୁଛନ୍ତି ।

   Related Posts