ନବୀନ ନନ୍ଦ ନିଖୋଜ ମାମଲାର ନୂଆ ଟ୍ବିଷ୍ଟ ; କୋଲକାତାର ଏକ ସ୍ପାରୁ ଗିରଫ ହୋଇ ଜାମିନୀରେ ଆସିଛନ୍ତି
2/07/2018 at 10:00 AM

ନବୀନ ନନ୍ଦ ନିଖୋଜ ମାମଲାର ନୂଆ ଟ୍ବିଷ୍ଟ.. .. କୋଲକାତାର ଏକ ସ୍ପାରୁ ଗିରଫ ହୋଇ ଜାମିନୀରେ ଆସିଛନ୍ତି ପୂର୍ବତନ ବିଧାୟକ.. .. କହିଲେ, ପର୍ସ ନେଇ ପଳାଉଥିବା ଚୋରକୁ ପିଛା କରି ଫସିଗଲି.. ..