Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲା ଯୁବକ, ଭୁଜାଲିରେ କଲା ଆକ୍ରମଣ

10/06/2021 at 8:03 AM

ସୋର, ୧୦/୦୬: ନାବାଳିକାକୁ ପ୍ରେମ ନିବେଦନ ବିଫଳ ହେବାରୁ ଭୁଜାଲି ଆକ୍ରମଣ । ଟିଉସନ ଯାଉଥିବା ବେଳେ ନବମ ଶ୍ରେଣୀ ଝିଅକୁ ଯୁବକଙ୍କ ଆକ୍ରମଣ । ନାବାଳିକାକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରାଯାଇଛି ।

ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ତୁଟ ଗାଁରେ ଏହି ଘଟଣା ଘଟିଛି । ଗୁରୁବାର ସକାଳ ଟିଉସନ ଯାଉଥିବା ସମୟରେ ତୁଟପଦା ଛକରେ ଜଗି ବସିଥିବା ସେହି ଗାଁର ଜଣେ ଯୁବକ ତାଙ୍କୁ ଭୁଜାଲି ଆକ୍ରମଣ କରିଥିଲେ । କିଛିଦିନ ପୂର୍ବରୁ ଯୁବକ ନାବାଳିକାକୁ ପ୍ରେମ ନିବେଦନ କରିଥିଲେ ।

ଏହାକୁ ନାବାଳିକା ଓ ପରିବାର ଲୋକ ପ୍ରତିବାଦ କରିଥିଲେ । ସେହି ରାଗରେ ଯୁବକଜଣଙ୍କ ଆକ୍ରମଣ କରିଥିବାନେଇ ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଯୁବକ ଜଣଙ୍କ ଫେରାର ଥିବାନେଇ ଜଣାପଡିଛି ।

   Related Posts