Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ନାବାଳିକା ଶାଳୀ ୪ମାସର ଗର୍ଭବତୀ , ଧରାପଡିଲା ଭିଣୋଇର କାରନାମା : ୨ଟି ଝିଅର ବାପ ହୋଇ ବି ଶାଳୀକୁ ପ୍ରେମରେ ଫସାଇ ରଖିଥିଲା ସମ୍ପର୍କ

4/09/2020 at 1:29 PM

ଭାପୁର ୦୪।୦୯ : ଫତେଗଡ ଥାନା ଅଞ୍ଚଳରେ ଜନୈକା ନାବାଳିକା ଶାଳୀକୁ ଭିଣୋଇ ଚୋରା ପିରତି କରି ୪ମାସର ଗର୍ଭବତୀ କରିଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଫତେଗଡ ଥାନା ପକ୍ଷରୁ କେସ ନଂ ୧୫୧/୨୦ରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଭିଣୋଇକୁ ପୁଲିସ ଗିରଫ କରି ଥାନାରେ ଅଟକ ରଖିଛି। ଉଭୟଙ୍କର ଡାକ୍ତରୀ ମାଇନା କରାଯାଇଛି ।

ମିଳିଥିବା ଖବରଅନୁଯାୟୀ , ଖଣ୍ଡପଡା ବ୍ଲକ ବନମାଳିପୁର ପଞ୍ଚାୟତ ଅଞ୍ଚଳର ଜୈନେକ ନାବାଳିକା(୧୫)କୁ ଗଣିଆ ଥାନା ଅଞ୍ଚଳର ୨୬ ବର୍ଷ ବୟସ୍କ ଭିଣୋଇଙ୍କ ସହିତ ଚୋରା ପିରତି ଚାଲିଥିଲା। ଫଳରେ ନାବାଳିକ ଜଣକ ୪ମାସର ଗର୍ଭବତୀ ହୋଇଥିଲା । ଏ ନେଇ ନାବାଳିକା ଜଣକ ପରିବାରକୁ ଜଣାଇଥିଲା। ଫଳରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ଥାନାଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ। ଉକ୍ତ ଯୁବକ ଜଣକ ସେହି ଗ୍ରାମରେ ବିବାହ କରିଥିବା ବେଳେ ତାର ୨ଟି ଝିଅ ଅଛନ୍ତି। ନାବାଳିକା ଜଣକ ଯୁବକର ଦାଦା ଶ୍ୱଶୁରଙ୍କ ଝିଅ ବୋଲି ଜଣାପଡିଛି ।

   Related Posts