Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

କଂଗ୍ରେସ ଛାଡିବେନି କି ବିଜେଡିରେ ଯୋଗ ଦେବେନି ବୋଲି ପ୍ରେସ ବିଜ୍ଞପ୍ତି ଜାରୀ କଲେ ନବ ଦାସ

15/12/2018 at 7:06 PM


ଭୁବନେଶ୍ବର୧୫/୧୨: ବଦଳିଲା ନବ ଦାସଙ୍କ ମୁଡ। ଦଳ ପରିବର୍ତ୍ତନ କରିବେ ନାହଁ। ବିଜେଡିରେ ଯୋଗଦେବେ ନାହିଁ। ଗଣ ମାଧ୍ୟମରେ ହେଉଥିବା ଏପରି ଚର୍ଚ୍ଚାକୁ ସେ ଖଣ୍ତନ କରିଛନ୍ତି। ଅତୀତର କାର‌୍ୟ୍ୟ ପାଇଁ କଂଗ୍ରେସ ଦଳ କାର‌୍ୟ୍ୟକାରୀ ସଭାପତି ଦାୟିତ୍ବ ଦେଇଛି। ଆଗରୁ ଗଣମାଧ୍ୟାମରେ ଏପରି ଚର୍ଚ୍ଚାକୁ ଖଣ୍ତନ କରିନଥିବା ନବ ହଠାତ କାହିଁକି ଏପାରି ପ୍ରେସ ବିଜ୍ଞପ୍ତି ଜାରି କଲେ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି। ଛତିଶ ଗଡ ଫଳାଫଳ ପରେ ନବ ଦାସ ମନ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଛି। ଏପରିକି ଗତ କାଲି ଝାରସୁଗୁଡାରେ ବି ପିସିସି ସଭାପତି ଦଳ ନେତାଙ୍କୁ ଚେତାବନୀ ଦେଇଥିଲେ ଯେ ଦୁଇ ବର୍ଷ ଭିତରେ ବିଜେଡି ବୁଡିବ ଏପରି କି ଯିଏ ସେ ଦଳକୁ ଯିବ ସିଏବି ବୁଡିବ ବୋଲି କହିଥିଲେ । ତାପରେ ନବ ଦାସ ଆଜି ପ୍ରେସ ବିଜ୍ଞନ୍ତି ଜାରି କରିଛନ୍ତି। 

   Related Posts