ରହସ୍ୟ ଘେରରେ ଆଦିତ୍ୟଙ୍କ ଆତ୍ମହତ୍ୟା: ବନ୍ଧୁ ଏବଂ ପତ୍ନୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ! ପୋଷ୍ଟମର୍ଟମ ରିପୋର୍ଟ କରାଯାଉନି ପ୍ରକାଶ, ବଢୁଛି ସସପେନ୍ସ

ଭୁବନେଶ୍ଵର ୧୧।୦୭:  ୫ ଦିନ ପରେ ବି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଉପରୁ ଉଠିପାରିନି ପରଦା । ଜବତ ଡାଏରୀରୁ ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିବା ପରେ ଆଦିତ୍ୟଙ୍କ ବନ୍ଧୁ ଏବଂ ପତ୍ନୀଙ୍କ ଭିତରେ ବିଭିନ୍ନ ଦିଗକୁ ନେଇ ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ଏମିତିକି ଆଦିତ୍ୟଙ୍କ  ସଂସ୍ଥା ପିପୁଲସ୍ ଫର ସେବାର ଆର୍ଥିକ କାରବାର ପ୍ରସଙ୍ଗକୁ ତଦନ୍ତ ପରିସରକୁ ନେଇଥିବା ଜିଆରପି ଏବେ ଆଦିତ୍ୟଙ୍କ ଘନିଷ୍ଠ ବନ୍ଧୁ ବିକାଶ ଓ ପପୁଙ୍କୁ … Continue reading ରହସ୍ୟ ଘେରରେ ଆଦିତ୍ୟଙ୍କ ଆତ୍ମହତ୍ୟା: ବନ୍ଧୁ ଏବଂ ପତ୍ନୀଙ୍କ ମଧ୍ୟରେ ତୁ ତୁ ମେଁ ମେଁ ! ପୋଷ୍ଟମର୍ଟମ ରିପୋର୍ଟ କରାଯାଉନି ପ୍ରକାଶ, ବଢୁଛି ସସପେନ୍ସ