Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ମକ୍କା ମସଜିଦ୍‌ରେ ନମାଜ ପାଠ ପାଇଁ ପ୍ରବଳ ଭିଡ : କୋଭିଡ୍‌ କଟକଣାକୁ ଫୁ, କରୋନା ବିସ୍ଫୋରଣ ଆଶଙ୍କା

7/05/2021 at 3:59 PM

ହାଇଦ୍ରାବାଦ ୦୭/୦୫ : ଦେଶରେ କରୋନା ସଂକ୍ରମଣ ନିଦ ହଜାଇସାରିଲାଣି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି ମହାମାରୀ କରୋନା । କୌଣସି ଧର୍ମର ଲୋକେ କରୋନା ସଂକ୍ରମଣରୁ ରକ୍ଷା​‌ ପାଉନାହାନ୍ତି । ଏହାରି ମଧ୍ୟରେ ହାଇଦ୍ରାବାଦରେ ରମଜାନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କରୋନା କଟକଣା ସ​‌େ​‌ତ୍ତ୍ବ ହଜାର ହଜାର ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟର ଲୋକେ ନମାଜ ପାଠ କରୁଥିବା ଦେଖିବାକୁ ମିଳିଛି । ସଭା ସ୍ଥଳରେ ସାମାଜିକ ଦୂରତା ନିୟମକୁ ମଧ୍ୟ ଫୁ କରିଦେଇଛନ୍ତି ଲୋକେ ।

ସୂଚନାଯୋଗ୍ୟ, ମୁସଲିମ ସମ୍ପ୍ରଦାୟଙ୍କ ପାଇଁ ଚଳିତ ଶୁକ୍ରବାର ହେଉଛି ରମଜାନର ଶେଷ ଦିନ । ଶେଷ ଦିନରେ ବିଭିନ୍ନ ମକ୍କା ଏବଂ ମସଜିଦରେ ପ୍ରବଳ ଭିଡ ହୋଇଥାଏ । ତେବେ କରୋନା ସଂକ୍ରମଣ ଜାରି ରହିଥିବାରୁ ଅନେକ ରାଜ୍ୟ ସମୂହ ନମାଜ ପାଠ ଉପରେ ରେକା ଲଗାଇଛନ୍ତି । କିନ୍ତୁ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋଭିଡ୍‌ କଟକଣାକୁ ଫୁ କରି ହଜାର ହଜାର ଲୋକେ ଏକାଠି ହୋଇ ନମାଜ ପାଠ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଯାହା ଦ୍ବାରାକି କରୋନା ବିସ୍ଫୋରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

   Related Posts