Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ରାହୁଲଙ୍କ ପରେ ଏବେ ଶେଖର ହେଲେ ଫାଇଭ ଷ୍ଟାର ହୋଟେଲର ଶିକାର : ୩ଟି ଅଣ୍ଡା ପାଇଁ ଦେଲେ ଏତିକି ଟଙ୍କା

16/11/2019 at 4:55 PM

ମୁମ୍ବାଇ ୧୬/୧୧: ଚଳିତ ବର୍ଷ ଜୁଲାଇରେ ରାହୁଲ ବୋଷଙ୍କ ଟ୍ବିଟର ପୋଷ୍ଟ ଖୁବ୍ ହଇଚଇ ସୃଷ୍ଟି କରିଥିଲା। ତାଙ୍କଠୁ ଏକ ଫାଇଭ ଷ୍ଟାର ହୋଟେଲ୍ ୨ଟି କଦଳୀ ପାଇଁ ୪୪୨.୫୦ ପଇସା ଆଦାୟ କରିଥିଲା। ଏହା ପରେ ଲୋକେ ବଡ଼ ବଡ଼ ହୋଟେଲରେ ସବୁ ଅଧିକ ଦାମ୍ ବୋଲି କଥା ହେବା ଆରମ୍ଭ କରି ଦେଇଥିଲେ। ହଙ୍ଗାମା ହେବା ପରେ ହୋଟେଲ ଉପରେ ୨୫୦୦୦ଟଙ୍କାର ଜୋରିମାନା ଲାଗିଥିଲା। କିନ୍ତୁ ଲାଗୁଛି ଫାଇଭ ଷ୍ଟାର ହୋଟେଲ୍ ଏସବୁଠୁ କିଛି ଶିଖି ପାରିଲା ନାହିଁ। ଏହାର କାରଣ ହେଉଛି  ଏବେ ବଲିଉଡର ଜଣାଶୁଣା ସଙ୍ଗୀତକାର ଶେଖର ରବିଜାନିଙ୍କ ସହ ମଧ୍ୟ ଏପରି ସମାନ ଘଟଣା ଘଟିଛି।

ସଙ୍ଗୀତ ନିର୍ଦେଶକ ଶେଖର ରବିଜାନିଙ୍କଠୁ ଏକ ଦୁସରେ ଫାଇଭ ଷ୍ଟାର ହୋଟେଲ୍ ୩ଟି ସିଝା ଅଣ୍ଡା ପାଇଁ ୧୬୭୨ଟଙ୍କା ଆଦାୟ କରିଛି। ନିକଟରେ ଶେଖର ଟ୍ବିଟରରେ ଏକ ବିଲ୍ ପୋଷ୍ଟ କରିଛନ୍ତି। ଏହି ବିଲରେ ୩ଟି ଅଣ୍ଡାର ମୂଲ୍ୟ ଲେଖା ଯାଇଛି। ୩ଟି ଅଣ୍ଡାର ଧଳା ଅଂଶ ପାଇଁ ଶେଖରଙ୍କୁ ୧୬୭୨ଟଙ୍କା ଦେବାକୁ ପଡ଼ିଛି। ଏଠାରେ ୟୁଜରମାନେ ଶେଖରଙ୍କୁ ଟ୍ରୋଲ୍ କରିଛନ୍ତି।

https://twitter.com/ShekharRavjiani?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1195205600524660737&ref_url=http%3A%2F%2Fwww.firkee.in%2Fgossip%2Fmusic-director-shekhar-ravjiani-shocked-after-pay-1672-rupees-for-3-boil-eggs

   Related Posts