ଏହି ରୋଗରେ ଯାଦୁ ଭଳି କାମ କରିଥାଏ ଛତୁ : ଜାଣନ୍ତୁ ରୋଗୀକୁ କିପରି ମିଳିଥାଏ ଆରାମ
27/12/2018 at 12:29 PM

ଅଧିକାଂଶ ଲୋକ ଛତୁ ଖାଇବାକୁ ପସନ୍ଦ କରିନଥାନ୍ତି କାରଣ ଏହା ଆମିଷ ଭଳି ଦେଖା ଯାଇଥାଏ। ଛତୁ ଆମିଷ ଭଳି ଦେଖାଗଲେ ମଧ୍ୟ ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଛତୁ ଖାଇଲେ କ’ଣ ଲାଭ ମିଳିଥାଏ।
କ୍ୟାନସର ରୋଗୀଙ୍କୁ ଶାନ୍ତ ରଖିବା ନିମନ୍ତେ ଛତୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଛତୁରେ ଭିଟା ଗ୍ଲୁକନ୍ ଏବଂ କଞ୍ଜୁଗେଟ ଲାନୋଲିକ୍ ଏସିଡ ରହିଥାଏ ଯାହା ଆଣ୍ଟି କାସିଜେନିକ୍ ପ୍ରଭାବ ପକାଇଥାଏ। ଛତୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ଏହା ମୋଟାପଣକୁ ମଧ୍ୟ କମ୍ କରିଥାଏ।
ଛତୁ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ଉପଶମ ମିଳିଥାଏ। ଫଙ୍ଗଲ୍ ସଂକ୍ରମଣକୁ ମଧ୍ୟ ଠିକ୍ କରିଥାଏ। ଏହା ଖାଇବା ଦ୍ବାରା ପ୍ରୋଟିନ୍ ବଢ଼ିଥାଏ। ଏହା ମାଂସପେଶୀକୁ ମଜଭୁତ କରିଥାଏ।
Related Posts
ସାବଧାନ ! ଦିନକୁ ଅଳ୍ପ ମାତ୍ରାରେ ଆଲକହଲ୍ ବି ବଢାଇଥାଏ ହୃଦ୍ ଜନିତ ସମସ୍ୟା
14 January 2021