Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଏହି ରୋଗରେ ଯାଦୁ ଭଳି କାମ କରିଥାଏ ଛତୁ : ଜାଣନ୍ତୁ ରୋଗୀକୁ କିପରି ମିଳିଥାଏ ଆରାମ

27/12/2018 at 12:29 PM

ଅଧିକାଂଶ ଲୋକ ଛତୁ ଖାଇବାକୁ ପସନ୍ଦ କରିନଥାନ୍ତି କାରଣ ଏହା ଆମିଷ ଭଳି ଦେଖା ଯାଇଥାଏ। ଛତୁ ଆମିଷ ଭଳି ଦେଖାଗଲେ ମଧ୍ୟ ଏହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଛତୁ ଖାଇଲେ କ’ଣ ଲାଭ ମିଳିଥାଏ।

କ୍ୟାନସର ରୋଗୀଙ୍କୁ ଶାନ୍ତ ରଖିବା ନିମନ୍ତେ ଛତୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଛତୁରେ ଭିଟା ଗ୍ଲୁକନ୍ ଏବଂ କଞ୍ଜୁଗେଟ ଲାନୋଲିକ୍ ଏସିଡ ରହିଥାଏ ଯାହା ଆଣ୍ଟି କାସିଜେନିକ୍ ପ୍ରଭାବ ପକାଇଥାଏ। ଛତୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ଏହା ମୋଟାପଣକୁ ମଧ୍ୟ କମ୍ କରିଥାଏ।

ଛତୁ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ଉପଶମ ମିଳିଥାଏ। ଫଙ୍ଗଲ୍ ସଂକ୍ରମଣକୁ ମଧ୍ୟ ଠିକ୍ କରିଥାଏ। ଏହା ଖାଇବା ଦ୍ବାରା ପ୍ରୋଟିନ୍ ବଢ଼ିଥାଏ। ଏହା ମାଂସପେଶୀକୁ ମଜଭୁତ କରିଥାଏ।  

   Related Posts